ଆସନ୍ତା 10 ତାରିଖ ବେଳକୁ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ଗତି କରି ଦକ୍ଷିଣ ଓଡିଶା ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ପହଞ୍ଚିବ । ଆସନ୍ତା 15 ତାରିଖ ବେଳକୁ ଏହା ବିଶାଖାପଟନମ୍ ଓ କାକିନଡା ଦେଇ ଅତିକ୍ରମ କରିବ ।
ଭାରତୀୟ ପାଣିପାଗ ବିଭାଗ ଦେଇତିବା ସୂଚନା ଅନୁଯାୟୀ, ଯଦି ଏହା ବାତ୍ୟା ରୂପ ନିଏ, ତେବେ ଏହାର ନାଁ ଜଓ୍ବାଦ ରହିବ ।

LEAVE A REPLY

Please enter your comment!
Please enter your name here