ଇଣ୍ଡୋନେସିଆର ଦ୍ୱୀପ ରାଜ୍ୟ ଜାଭାରେ ବଡଧରଣର ଭୂମିକମ୍ପ । ଏହି ଭୂମିକମ୍ପରେ ୪୪ ଲୋକଙ୍କ ଜୀବନ ଯାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ ।

LEAVE A REPLY

Please enter your comment!
Please enter your name here