ମହିଳା ହକି ବିଶ୍ୱ କପ୍ ରେ ଭାରତ ଇଟାଲୀକୁ 3-0 ରେ ମାତ୍ ଦେଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି. ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଧିରେ ଧିରେ ନିଜ କୌଶଳର ଯାଦୁ ଦେଖାଇଥିଲା. ନଭଜୋତ୍ କୌର୍ ମ୍ୟାଚର ପ୍ରଥମ ପେନାଲ୍ଟି କର୍ଣ୍ଣର ଜିତିଥିଲେ. ଲାଲରେମସିଆମି ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ.

 

 

 

 

 

LEAVE A REPLY

Please enter your comment!
Please enter your name here