ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଲା ରାଜ୍ୟ କଂଗ୍ରେସ । ତାଲିକାରେ ଅଭିଷେକ ସେଠ୍, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ରଙ୍କ ନାଁ ଥିବା ସୁଚନା । ସ୍ୱାଧିସ୍ମୀତା ସୁଆର ଓ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡା । ଅଭିଷେକ ଟିକେଟ ପାଇବା ନେଇ ଅଧିକାଂଶ ମତ ରଖିଥିବା ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here