ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଧାୟକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ଜଣେ ସୁନ୍ଦରୀ ଯୁବତୀଙ୍କ ସହ ଜଗତସିଂହପୁର ବିଧାୟକ ବିଜୟ ଶଙ୍କର ଦାସଙ୍କ ଫଟୋକୁ ନେଇ ଜଗତସିଂହପୁର ରାଜନୀତି ସରଗରମ । କିଏ ଏହି ଯୁବତୀ ? ଯୁବତୀଙ୍କ ସହ ବିଧାୟକଙ୍କ ସଂପର୍କ କଣ ? ବିଧାୟକଙ୍କ ପ୍ରେମିକା ନା ଆଉ କିଛି ? ପ୍ରଶ୍ନ ଉଠୁଛି, ଉଭୟଙ୍କ ଭିତରେ ଯାହା ବି ସଂପର୍କ ଥାଉ, ବିଧାୟକ ଓ ଯୁବତୀଙ୍କ ବ୍ୟକ୍ତିଗତ ସଂପର୍କକୁ ସୋସିଆଲ ମିଡିଆରେ ଭାଇରାଲ କରୁଛି କିଏ ?

LEAVE A REPLY

Please enter your comment!
Please enter your name here