ରବିବାର ଭାରତୀୟ ରେସଲରମାନେ ଏସିଆନ ଜୁନିୟର ଚାମ୍ପିୟନସିପ୍ ର ଶେଷ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି . 86 କିଲୋ ଫ୍ରି ଷ୍ଟାଇଲ୍ ପୁରୁଷ ବିଭାଗରେ ଦିପକ ପୁନିଆ ଓ 74 କିଲୋ ଫ୍ରି ଷ୍ଟାଇଲ୍ ବିଭାଗରେ ସଚିନ୍ ରଥି ସ୍ୱର୍ଣ୍ଣ ଜିତିଛନ୍ତି.

ଅନ୍ୟପକ୍ଷରେ, ସୂରଜ କୋକାଟେ ( 61 କିଲୋ ) ଓ ମୋହିତ୍ ( 125 କିଲୋ ) ବ୍ରୋଞ୍ଜ ପଦକ ହାସଲ କରିଥିଲେ.

ସଚିନ୍ ଫାଇନାଲରେ ମଙ୍ଗୋଲିଆକୁ ପରାସ୍ତ କରିଥିଲେ. ଅନ୍ୟପଟେ ଦିପକ ତୁର୍କମେନିସ୍ତାନକୁ ପରାସ୍ତ କରି ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ହାତେଇଥିଲେ.

 

LEAVE A REPLY

Please enter your comment!
Please enter your name here