ନିଜ ଅବସର ଯୋଜନା ଘୋଷଣା କଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା । ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ବୋଲି କହିଛନ୍ତି ସାନିଆ ମିର୍ଜା । ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆଙ୍କ ସନ୍ନ୍ୟାସ ଘୋଷଣା । ୩୫ ବର୍ଷୀୟା ସାନିଆ ଏଯାବତ ୬ଟି ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here