ଭାରତୀୟ ଟିମର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଲଙ୍କା ଗସ୍ତରେ ଥିବା କୃନାଲ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାତିଲ ହୋଇଛି ଦ୍ୱିତୀୟ ଟି-୨୦ ମ୍ୟାଚ ।

LEAVE A REPLY

Please enter your comment!
Please enter your name here