ୱେଲିଂଟନରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ   ପରାସ୍ତ କରିଛି ଭାରତ.  ନ୍ୟୁଜିଲାଣ୍ଡକୁ  ୩୫ରନରେ ହରାଇ ଭାରତ ଶେଷ ମ୍ୟାଚ ଜିତିବା ସହ ୪-୧ରେ ସିରିଜ କବଜା କରିଛି । ଗତ ୫୨ ବର୍ଷ ଭିତରେ ଭାରତ ନୁ୍ୟଜଲାଣ୍ଡରେ ଏକକାଳୀନ ଚାରିଟି ମ୍ୟାଚ ଜିତି ନଥିଲା । ପ୍ରଥମ ଥର ପାଇଁ ଏହି ସିରିଜ ଜିତି ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି ।  ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅମ୍ବତି ରାୟୁଡୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here