20 ଟଙ୍କିଆ କଏନ ନା ନୋଟ ? କ’ଣ ଆସିବା ଦରକାର ? ଏଭଳି ଅନେକ ପ୍ରଶ୍ନ ପରେ ଶେଷରେ କ’ଣ ଆସିବ ତାହା ନିଷ୍ପତ୍ତି ହୋଇଛି. ଏବେ ନୋଟ ଜାଗାରେ ଆସିବ ନୂଆ କୋଡିଏ ଟଙ୍କିଆ କଏନ. କେବଳ ଏତିକି ନୁହେଁ,  ଏକରୁ ଦଶ ଟଙ୍କିଆ ପର୍ଯ୍ୟନ୍ତ ସମସ୍ତ କଏନର ମଧ୍ୟ ନବକଳେବର କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି. ଏହି କଏନର ଡିଜାଇନ ପ୍ରସ୍ତୁତ ହୋଇସାରିଥିବା ବେଳେ ଆଜି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଏ ନେଇ ଶେଷ ନିଷ୍ପତ୍ତି ନିଆଯିବ. ତେବେ 20 ଟଙ୍କିଆ କଏନ ଅଷ୍ଟକୋଣୀୟ ଆକାରର ହେବ ବୋଲି ଅନୁମାନ କରାଯାଉଛି.

LEAVE A REPLY

Please enter your comment!
Please enter your name here