କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ରହିବା ପରେ ଖୋଲିଲା ଭିତରକନିକା ଅଭୟାରଣ୍ୟ.

ଅଭୟାରଣ୍ୟ ଖୋଲିବା ପରେ ପ୍ରକୃତି ପ୍ରେମୀଙ୍କର ଭିଡ଼ ଦେଖିବାକୁ ମିଳିଛି. ପର୍ଯ୍ୟଟକଙ୍କ ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି. ଡାଙ୍ଗମାଳରେ ରାତ୍ରୀ ରହଣୀ ପାଇଁ 8ଟି କଟେଜ୍ ବ୍ୟବସ୍ଥା କରାଯାଇଛି.

2016 ଗଣନା ଅନୁଯାୟୀ, କୁମ୍ଭୀରଙ୍କ ସଂଖ୍ୟା 1671 କୁ ବୃଦ୍ଧି ପାଇଛି.

 

LEAVE A REPLY

Please enter your comment!
Please enter your name here