ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଆଜି ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ ପ୍ରମାଣ । ଯେତେବେଳେ ଅଭିଯୁକ୍ତ ସରୋଜ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା । ସେତେବେଳେ ନାବାଳିକାର ନାକରୁ ରକ୍ତ ବାହାରିଥିଲା । ଆଉ ସେହି ରକ୍ତକୁ ଅଭିଯୁକ୍ତ ନିଜେ ତା ଗାମୁଛାରେ ପୋଛିଥିଲା । ଆଜି ସରୋଜଙ୍କ ଘରକୁ ଯାଇ ସେହି ଗାମୁଛାକୁ ଆଣିଥିଲା ଏସଆଇଟି ଟିମ୍ । ଏବଂ ସେହି ରକ୍ତାକ୍ତ ଗାମୁଛାକୁ ପରୀକ୍ଷା ପାଇଁ ପଠାଯିବ ଲ୍ୟାବ୍‌କୁ ।

LEAVE A REPLY

Please enter your comment!
Please enter your name here