ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 5 ଜଣ ଆତଙ୍କବାଦୀ ଟଳି ପଡିଥିବା ସୂଚନା ମିଳିଛି. ତେବେ ସୁରକ୍ଷାକର୍ମୀମାନେ ପୁରା ଅଞ୍ଚଳରୁ ଚାରିପଟୁ ଘେରି ରହିଛନ୍ତି. ବିଳମ୍ବିତ ରାତିରେ କିଛି ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ସନ୍ଧାନ ସୁରକ୍ଷାକର୍ମୀଙ୍କୁ ମିଳିଥିଲା. ଉଭୟଙ୍କ ମଧ୍ୟରେ କିଛି ଘଣ୍ଟା ଧରି ଗୁଳି ବିନିମୟ ପରେ 5 ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ.

LEAVE A REPLY

Please enter your comment!
Please enter your name here