ଏ ଦୃଶ୍ୟ ହେଉଛି ସିଲଭର ସିଟି କଟକର । ଅସରାଏ ବର୍ଷାରେ ବେହାଲ କଟକ ବାଦାମବାଡୀର ଅନୁଗୁଳ-ପାରାଦୀପ ବସଷ୍ଟାଣ୍ଡ । କାଦୁଅ ପଚପଚରେ ଯିବା ଆସିବା କରୁଛନ୍ତି ଯାତ୍ରୀ । ମୌସୁମି ବର୍ଷାରେ ବସଷ୍ଟାଣ୍ଡର ସ୍ଥିତି ବେହାଲ । ବର୍ଷା ପାଣି ଜମି ରହିବା ଫଳରେ ପଙ୍କ , କାଦୁଅରେ ଭର୍ତ୍ତି ହୋଇଯାଇଛି ବସଷ୍ଟାଣ୍ଡ । ଯାତ୍ରୀମାନେ ଯିବା ଆସିବା ତ ଦୂରର କଥା ଯେଉଁପଟେ ବସ୍ ପ୍ରବେଶ କରୁଛି ସେଇ ସମାନ ପଟରେ ପ୍ରସ୍ତାନ କରୁଛି ବସ୍ । ସିଏମସି, କଟକ ମେୟର ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ , ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିବ ।

LEAVE A REPLY

Please enter your comment!
Please enter your name here