ପଞ୍ଚକରେ ଆଜି ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୪ଟାରୁ ବାବାଙ୍କ ଦ୍ୱାର ଖୋଲାଯାଇ ୧୦୮ କଳସ ସୁବାଷିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ହୋଇଥିଲା ଗଙ୍ଗାଧର ବେଶ । ଏଲଇଡି ସ୍କ୍ରିନରେ ବାବା ଭୋଳାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

LEAVE A REPLY

Please enter your comment!
Please enter your name here