ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଓଏସଏସସି ନିଯୁକ୍ତିରେ ତଦନ୍ତ ଦାବିରେ କମିଶନଙ୍କ ଅଫିସ ଆଗରେ ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ । ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ ପରେ ଏହି ତଦନ୍ତ ଦାବି କରାଯାଇଛି । କମିଶନଙ୍କ ଅଫିସରେ ଧସେଇ ପଶିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପିଏସ ବିରଞ୍ଚି ସାହୁଙ୍କ ଠାରୁ ବିପୁଳ ସମ୍ପତ୍ତି ଭିଜିଲାନ୍ସ ଠାବ କରିବା ପରେ କଂଗ୍ରେସ ଏହାର ତଦନ୍ତ ଦାବି କରିଛି ।

LEAVE A REPLY

Please enter your comment!
Please enter your name here