ରାଜ୍ୟରୁ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ୩ ଦିନର ଆନ୍ଦୋଳନ ପରେ, ଶେଷରେ ନିଷ୍ପତ୍ତି ନେଲା ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ଏହି ସୂଚନା ଦେଇଛନ୍ତି । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆମେ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ସଭାପତି ପ୍ରଶାନ୍ତ ମେନ୍ଦୁଲି ।
ଦୁଇ ଦିନ ହେବ ଲଗାତାର ଭାବେ ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଥିଲେ । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କହିଲେ ୩ ମାସରେ ସମସ୍ୟା ସମାଧାନ ନହେଲେ, ୯୧ ଦିନ ଦେବୁ ଆତ୍ମାହୁତି ।

LEAVE A REPLY

Please enter your comment!
Please enter your name here