ଏବେ ଦେଶ ତଥା ରାଜ୍ୟରେ କୋଭିଡ ସଙ୍କ୍ରମଣ ଦ୍ରୁତ ବେଗରେ ମାଡିଚାଲିଛି । ରାଜ୍ୟରେ ଦିନକରେ ହଜାର ପାର୍ କରୁଛି ସଙ୍କ୍ରମଣ । କାଲି ତୁଳନାରେ ଆଜି ରାଜ୍ୟରେ ୭୯ ପ୍ରତିଶତ ସଙ୍କ୍ରମିତ ବଢିଛନ୍ତି । ଏମିତିକି ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ବି ସଙ୍କ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ଏବେ କୋଭିଡର ଆଉ ଏକ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here