ସିଏମସିର ନୂଆ ଡେପୁଟି ମେୟର ହେଲେ ବିଜେଡିର ଦମୟନ୍ତୀ ମାଝୀ । ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ ଉଭୟ କଂଗ୍ରେସ ଏବଂ ବିଜେପି କର୍ପୋରେଟର । ଡେପୁଟି ମେୟର ଚୟନ ପ୍ରକ୍ରୀୟା ପୂର୍ବରୁ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ଓ ବିଜେପିର ନବ ନିର୍ବାଚିତ ୧୫ କର୍ପୋରେଟର । ଭୋଟିଂ ପକ୍ରୀୟାକୁ ନେଇ ଆପତ୍ତି ଉଠାଇଲେ ।

LEAVE A REPLY

Please enter your comment!
Please enter your name here