ଗୁରୁ ନାଁରେ କଳଙ୍କ । ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବାଡତିଆ ଛୁ । ଭୁବନେଶ୍ୱର ବଡଗଡ ଅଞ୍ଚଳରୁ ଆସିଛି ଅଭିଯୋଗ । ବଡଗଡ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଛାତ୍ରୀଙ୍କର ପତ୍ତା ମିଳିପାରିନି । ଟ୍ୟୁସନ ସାରଙ୍କ ସ୍ତ୍ରୀ ଓ ପିଲାଛୁଆ ଅଛନ୍ତି ଏବଂ ସେ ବାଳକାଟି ଅଞ୍ଚଳର ବୋଲି ସୂଚନା ମିଳିଛି । ଦୀର୍ଘ ୨ ବର୍ଷ ହେବ ଟ୍ୟୁସନ ସାରଙ୍କ ପାଖରେ ପାଠ ପଢୁଥିଲେ ଦୁଇ ନାବାଳିକା ଝିଅ ।

LEAVE A REPLY

Please enter your comment!
Please enter your name here