ଜଗତସିଂହପୁରର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ଶାସକ ଦଳର ମୁଖ୍ୟ ସଚେତକ । ତାଙ୍କୁ ଏ ପଦରେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ସରୋଜ ମେହେରଙ୍କୁ ଉପମୁଖ୍ୟ ସଚେତକ ପଦ ମିଳିଛି । ସେହପରି ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ମିଳିପାରେ ବାଚସ୍ପତି ପଦ । ସେ ନୂଆ ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here