କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନ
ଓଡିଶାକୁ ଚଳିତ ବର୍ଷ ମୋଟ ୫୯୯୩ କୋଟିର ଅନୁଦାନ
ରେଳ ଲାଇନ ପାଇଁ ମୋଟ ୧୪ ଶହ କୋଟି ଟଙ୍କାର ଅନୁଦାନ
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୩୫୦ କୋଟି
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି ଟଙ୍କା
ହରିଦାସପୁର-ପାରାଦୀପ ଲାଇନ ପାଇଁ ୪ଶହ କୋଟି
ତାଳଚେର-ବିମଳାଗଡ ପାଇଁ ୧୫୦ କୋଟି ଟଙ୍କା
ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କା ଅନୁଦାନ
ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୧୦ କୋଟି ଘୋଷଣା
ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ
ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ପାଇଁ ବଜେଟରେ ଘୋଷଣା
ଭୁବନେଶ୍ୱର କୋଚ୍ ଡିପୋରେ ହେବ ୨ଟି ଅଟୋମେଟିକ ୱାଶିଂ ପ୍ଲାଣ୍ଟ
ଆଉ ୧୦ଟି ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରାଯିବାକୁ ଘୋଷଣା
ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି
ସମ୍ବଲପୁର- ଟିଟିଲାଗଡ ଡବଲ ଲାଇନ ପାଇଁ ୧୭୦ କୋଟି
ଭଦ୍ରକ- ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି
ବିଜୟନଗରମ- ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି
କୋରାପସ୍ୱଙ୍କ- ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି
କଳାହାଣ୍ଡି ଇଲେକ୍ଟ୍ରି ଇଂଜିନ ୱାର୍କସପ୍ ପାଇଁ ୧ କୋଟି
ଅନ୍ତରୀଣ ବଜେଟରେ ୫୯୪୦, ଗତବର୍ଷ ୫୨୫୨ କୋଟି ଅନୁଦାନ ଥିଲା

LEAVE A REPLY

Please enter your comment!
Please enter your name here