ହାମେଲଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଟି-୨୦ରେ ଭାରତ ପରାଜୟ ବରଣ କରିଛି । ୨୧୩ ରନର ପିଛା କରୁଥିବା ଭାରତୀୟ ଟିମ ୨୦ ଓଭରରେ ୬ ୱିକେଟ ହରାଇ ୨୦୨ ରନ କରିବାରେ ସକ୍ଷମ ହୋଇଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି । ୭୨ ରନ କରିଥିବା କୋଲିନ ମୁନରୋ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here