ଆଜି ଭୁବନେଶ୍ୱରରେ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍‌ରୁ ୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୩ । ପଟିଆ, ଆଇଆରସି ଭିଲେଜ, ୟୁନିଟ-୧, ନୟାପଲ୍ଲୀ ନୂଆସାହି, ଏନ୍‌-୫, ନିଳାଦ୍ରିବିହାର ଇଶାନେଶ୍ୱର ବସ୍ତି, ୟୁନିଟ-୯ ଗ୍ରିଡ଼କୋ କଲୋନି, ୟୁନିଟ-୨, ୟୁନିଟ-୩, ପୋଖରିପୁଟ ଲିଙ୍ଗରାଜ ବିହାର, ଚକେଇଶିଆଣି, ପଳାଶୁଣି ପ୍ରାଚିବିହାର, ବେସରକାରୀ ହସ୍ପିଟାଲର ସିକ୍ୟୁରୁଟିଗାର୍ଡ଼, ଲୁଇସ୍ ରୋଡ଼, ଭରତପୁର, ବୁଦ୍ଧେଶ୍ୱର କଲୋନି, ସହିଦନଗର, ଅଶୋକ ନଗର,ନୁଆ ଫରେଷ୍ଟ ପାର୍କ ଅଞ୍ଚଳ , ୟୁନିଟ-୮ ଗୋପବନ୍ଧୁନଗର ବସ୍ତି, ୟୁନିଟ-୮ ସିବିଆଇ କଲୋନି ଓ ଭୋଇନଗର ବାୟାବାବା ସାହି ରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୟୁନିଟ-୧ ରୁ ୨ଜଣ , ୟୁନିଟ-୪ଏମଏଲେ କଲୋନିରୁ ୨ ଜଣ, ପ୍ରାଇଭେଟ ହସ୍ପିଟାଲରୁ ୬ଜଣ, ମଞ୍ଜେଶ୍ୱରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୫ ଜଣ ମଞ୍ଚେଶ୍ୱର ଅଟାକଳ କର୍ମଚାରୀଙ୍କ ସଂସ୍ପର୍ଶରେ ସଙ୍କ୍ରମଣ ହୋଇଛନ୍ତି । ଚନ୍ଦ୍ରଶେଖରପୁର ସେଭେନ୍ ବାଟାଲିଅନରୁ ୯ ଜଣ, ୟୁନିଟ୍‌-୨ରୁ ୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here