ରାୟଗଡା ପୋଲିସ ଦ୍ୱାରା ୧୫ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଟାଉନ ପୋଲିସ ଅପରେସନ ମୁସ୍କାନ ଅଭିଯାନରେ ସହରର ବିଭିନ୍ନ ହୋଟେଲ, ଲର୍ଜ ଓ ଫାଷ୍ଟଫୁଡ ଦୋକାନ ଉପରେ ଚଢାଉ କରି ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ସମସ୍ତ ଶିଶୁ ଶ୍ରମିକ ମାନେ ରାୟଗଡା ଜିଲ୍ଲାର କାଶୀପୁର,କୋଟାପେଟା,ରାୟଗଡା ସହରର । ପୋଲିସ ଏମାନଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନର ଜିମା ଦେଇଛି । ଯାଞ୍ଚ ପରେ ଏମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here