ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼ । ବଜେଟ୍‌ ଅଧିବେଶନରେ ଦ୍ୱିତୀୟ ଦିନରେ ଚିଟ୍‌ଫଣ୍ଡ ଦୁର୍ନୀତି ଓ କୃଷି ଋଣ ଛାଡ଼କୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ । ଚିଟଫଣ୍ଡ ମାମଲା ନେଇ ଉଭୟ ମମତା ଓ ନବୀନଙ୍କୁ ଟାର୍ଗେଟ କରି ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ବ୍ୟାନର ଧରି ପାଟିତୁଣ୍ଡ କରିଥିଲେ । ସେହିପରି କଂଗ୍ରେସ ସଦସ୍ୟମାନେ ଚାଷୀ ସମସ୍ୟା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here