ଜାନୁୟାରୀ 20 ତାରିଖରେ ହୋଇଥିବା ଏଏସଓ ପରୀକ୍ଷାକୁ ନେଇ ରାସ୍ତାକୁ ଓହ୍ଲାଇଛି ଆଶାୟୀ ଛାତ୍ରଛାତ୍ରୀ ପରିଷଦ. ଓପିଏସସି ଦ୍ୱାରା ପରିଚାଳିତ ହେଉଥିବା ଏଏସଓ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଛି ଏହି ପରିଷଦ. ଏଥିପାଇଁ ପୁନଃ ଏଏସଓ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି. ପରୀକ୍ଷାରେ ବ୍ୟାପକ କପି ହୋଇଥିଲା ଏବଂ କିଛି ଛାତ୍ରଛାତ୍ରୀ ସ୍ମାର୍ଟ ୱାଚ ଓ ଫୋନ ବ୍ୟବହାର କରି କପି କରୁଥିବା ମଧ୍ୟ ନଜର ଆସିଥିଲା. ଯଦି ପୁଣିଥରେ ପରୀକ୍ଷା କରାନଯାଏ, ତେବେ ଅଯୋଗ୍ୟ ପ୍ରାର୍ଥୀ ଚାକିରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ.

LEAVE A REPLY

Please enter your comment!
Please enter your name here