ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ । ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ବାଣପୁର କୋର୍ଟକୁ ନିଆଯିବ । ଆଜି କଡା ସୁରକ୍ଷା ବଳୟ ଭିତରେ ପୋଲିସ ତାଙ୍କୁ ହସ୍ପିଟାଲରୁ କୋର୍ଟକୁ ନେଇଥିଲା । ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡି ମଡାଇଦେଇଥିଲେ ପ୍ରଶାନ୍ତ ।

LEAVE A REPLY

Please enter your comment!
Please enter your name here