ଭୁବନେଶ୍ବର ଏମ୍ସ ହସପିଟାଲରେ 300ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ହସପିଟାଲର ବହୁ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 70 ରୁ ଅଧିକ ଡାକ୍ତର, 60 ରୁ ଅଧିକ ନର୍ସିଂ କର୍ମଚାରୀ ଏବଂ 20 ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ 90 ରୁ ଅଧିକ ଅନ୍ୟାନ୍ୟ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି ।

ଆଜି ରାଜ୍ୟରେ 10ହଜାର 489 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here