ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ‘ଗଲି ବଏ’ ଫେବୃୟାରୀ 14ରେ ମୁକ୍ତିଲାଭ କରିଛି. ଏଙି ଫିଲ୍ମରେ ରଣବୀର ସିଂହ ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି. ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମିଳିଛି. କେତେଜଣ ଏହାକୁ ମଖନ ଫିଲ୍ମ କହୁଥିବା ବେଳେ ରଣବୀରଙ୍କ କ୍ୟାରିୟର ଭିତରେ ଏହା ହିଁ ତାଙ୍କର ବେଷ୍ଟ ଆକ୍ଟିଂ ବୋଲି କହିଛନ୍ତି. ଅନ୍ୟପଟେ କିଛି ଦର୍ଶକ ଏହାକୁ ସୁପର ଫ୍ଲପ୍ ଫିଲ୍ମ କହିଥିବା ଜଣାପଡିଛି. ତେବେ ବକ୍ସ ଅଫିସରେ ଫିଲ୍ମ କି କମାଲ କରୁଛି ତାହା ଦେଖିବାକୁ ରହିଲା.

 

 

LEAVE A REPLY

Please enter your comment!
Please enter your name here