କେଉଁଠି ଭଙ୍ଗାରୁଜା ତ କେଉଁଠି ଜଳାପୋଡା. ଆଉ କେଉଁଠି ଲୋକଙ୍କୁ ଘରୁ ଡାକିନେଇ ହତ୍ୟା. ଏତେ ସବୁ କାଣ୍ଡ ପରେ ମାଓବାଦୀଙ୍କ ଏକ ଅଜବ ଦୃଶ୍ୟ ଏବେ ସାମ୍ନାକୁ ଆସିଛି. ଚାରିଆଡେ ଉନ୍ମତ୍ତ କାଣ୍ଡ ରଚାଉଥିବା ମାଓବାଦୀମାନେ ଏବେ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି. ଲୋକଙ୍କ ନିକଟତର ହେବାକୁ ସେମାନେ ଏକ ନୂଆ ଉପାୟ ଆପଣେଇଛନ୍ତି. ତେବେ ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରେ କିଛି ମାଓବାଦୀ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉ ଥିବା ଦେଖିବାକୁ ମିଳିଛି. ତେବେ ଏହା ପଛରେ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କଣ ? ପ୍ରକୃତରେ ସେମାନେ ଅନ୍ତରରୁ ଏହି ସେବା କରୁଛନ୍ତି ନା ଏହା ପଛରେ ସେମାନଙ୍କ ଆଉ କିଛି ଉଦ୍ଦେଶ୍ୟ ରହିଛି ?

 

LEAVE A REPLY

Please enter your comment!
Please enter your name here