ଭୁବନେଶ୍ବର ବିମାନ ବନ୍ଦର . ସମସ୍ତେ ଅପେକ୍ଷା କରି ରହିଥିଲେ ଦୁଇ ବୀର ଓଡିଆ ସହିଦଙ୍କୁ. କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ. ସମସ୍ତେ ଅପେକ୍ଷା କରି ରହିଥିଲେ ପୁଲଓାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ବୀର ଓଡିଆ ପୁଅଙ୍କୁ . ଜଗତସିଂହପୁର ନାଉଗାଁ ଅଞ୍ଚଳ ଶିଖର ଗାଁର ସହିଦ ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳି ଅଞ୍ଚଳ ରତନପୁର ଗାଁର ସହିଦ  ମନୋଜ କୁମାର ବେହେରାଙ୍କ ପରିବାର ଓ ସଂପର୍କୀୟଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା.

LEAVE A REPLY

Please enter your comment!
Please enter your name here