ପୁଲୱାମା ଆତଙ୍କୀ ହାମଲା ପରେ ଏବେ ବଲିଉଡରୁ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ବାଦ୍ ଦିଆଯାଇଛି. ସୂଚନା ଅନୁସାରେ, 15 ତାରିଖରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନଙ୍କ ନୂଆ ଗୀତ ‘ଜିନ୍ଦେଗୀ’ ଲଞ୍ଚ ହେବାର ଥିଲା. ମାତ୍ର ଏହି ଘଟଣା ପରେ ମ୍ୟୁଜିକ କମ୍ପାନୀ ୟୁ-ଟ୍ୟୁବ ଚ୍ୟାନେଲ ସହ ଅନ୍ୟ ସୋସିଆଲ ମିଡିଆ ପୋର୍ଟାଲରୁ ମଧ୍ୟ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ମ୍ୟୁଜିକ ଭିଡିଓ ହଟେଇ ଦେଇଛି. ଟି-ସିରିଜ କମ୍ପାନୀ ଦେଶବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here