ଆଜି ୬୬ତମ ରାଷ୍ଟ୍ରୀୟ ସିନେମା ପୁରସ୍କାର ଘୋଷଣା ହୋଇଛି । ଏହି କାର୍ଯ୍ୟକ୍ରମ ଶାସ୍ତ୍ରୀ ଭବନରେ ପିଆଇବି କନଫ୍ରେନ୍ସ ହଲରେ ଆୟୋଜିତ କରାଯାଇଛି । ଏଥିରେ ୨୩ଟି ବିନା ଫିଚର ଫିଲ୍ମ ଓ ୩୧ଟି ଫିଚର ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ବେଷ୍ଟ ହିନ୍ଦୀ ଫିଲ୍ମ ଆୱାର୍ଡ଼ “ଅନ୍ଧାଧୁନ”କୁ ପ୍ରଦାନ କରାଯାଇଛି । ଶ୍ରୀରାମ ରାଘବାନଙ୍କ ନିର୍ଦ୍ଦେଶିତ ଫିଲ୍ମ “ଅନ୍ଧାଧୁନ”ରେ ନାୟକ ଭାବେ ଆୟୁଷ୍ମାନ ଖୁରାନା ସହ ନାୟିକା ଭାବେ ତବୁ ନଜରକୁ ଆସିଥିଲେ । ବିକ୍କି କୌଶଳ ଓ ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠୀ ଅଭିନେତ୍ରୀ ଭାବେ କିର୍ତ୍ତି ସୁରେଶଙ୍କୁ ପୁରସ୍କାର ମିଳିଛି ଏହା ସହ ଫିଲ୍ମ “ପଦ୍ମାବତ”କୁ ବେଷ୍ଟ କୋରିଓଗ୍ରାଫି ଏବଂ ସଂଜୟ ଲୀଲା ଭଂସାଳୀଙ୍କୁ ବେଷ୍ଟ ମ୍ୟୁଜିକ ଡିରେକ୍ଟର ଆୱାର୍ଡ଼ ମିଳିଛି । ବେଷ୍ଟ ଏଣ୍ଟେଟେରମେଣ୍ଟ ଫିଲ୍ମ ଭାବେ “ବଧାଇ ହୋ”କୁ ମିଳିଥିବା ବେଳେ ବେଷ୍ଟ ବେକଗ୍ରାଉଣ୍ଡ ମ୍ୟୁଜିକ ପାଇଁ “ଉରି ଦ ସର୍ଜିକାଲ ଷ୍ଟ୍ରାଇକ”କୁ ଆୱାର୍ଡ଼ ମିଳିଛି ।

୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର

ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ –ଉତ୍ତରାଖଣ୍ଡ

ବେଷ୍ଟ ଫିଲ୍ମ କ୍ରିଟିକ ଆୱାର୍ଡ଼ – ବ୍ଲେସ ଜାନି ଅର ଅନନ୍ତ ବିଜୟ

ସ୍ପେଶାଲ ମେନଶନ – ମହାନ ହୁତାତ୍ମା

ବେଷ୍ଟ ରାଜଧାନୀ ଫିଲ୍ମ – ଟର୍ଟଲ

ବେଷ୍ଟ ଗୁଜୁରାତି ଫିଲ୍ମ – ରୀୱା

ବେଷ୍ଟ ମରାଠୀ ଫିଲ୍ମ – ଭୋଙ୍ଗା

ବେଷ୍ଟ ଉର୍ଦ୍ଦୁ ଫିଲ୍ମ – ହାମିଦ

ଗାରୋରେ ବେଷ୍ଟ ଫିଲ୍ମ ଆୱାର୍ଡ଼ –ମାମା

ବେଷ୍ଟ କୋରିଓଗ୍ରାଫର – କୃତି ମହେଶ ଓ ଜ୍ୟୋତି ତୋମର (ପଦ୍ମାବତ ଘୁମର ଗୀତ)

ବେଷ୍ଟ ହିନ୍ଦୀ ଫିଲ୍ମ -ଆନ୍ଧାଧୁନ

ବେଷ୍ଟ ଆକ୍ସନ ଡିରେକ୍ଟର – ପ୍ରଶାନ୍ତ ନୀଲ (କେଜିଏଫ)

ବେଷ୍ଟ ମ୍ୟୁଜିକ ଡିରେକ୍ଟର – ସଂଜୟ ଲୀଲା ଭଂସାଳୀ (ପଦ୍ମାବତ)

ବେଷ୍ଟ ମ୍ୟୁଜିକ ଡିରେକ୍ଟର – ଉରି ଦ ସର୍ଜିକାଲ ଷ୍ଟ୍ରାଇକ ପରଦା ପଛର ଶବ୍ଦ

ବେଷ୍ଟ ଅଡ଼ିଓଗ୍ରାଫି – ଉରି ଦ ସର୍ଜିକାଲ ଷ୍ଟ୍ରାଇକ

ବେଷ୍ଟ ପ୍ଲେବେକ ସିଙ୍ଗର – ଅରିଜିତ ସିଂ (ବିତେ ଦିଲ , ପଦ୍ମାବତ)

ବେଷ୍ଟ ସପର୍ଟିଙ୍ଗ ଅଭିନେତ୍ରୀ : ସୁରରେଖା ସିକରୀ

ଶ୍ରେଷ୍ଠ ଅଭିନେତା : ଆୟୁଷ୍ମାନ ଓ ବିକି କୈାଶଳ

ଶ୍ରେଷ୍ଠ ଅଭିନେତ୍ରୀ : କୀର୍ତ୍ତି ସୁରେଶ

LEAVE A REPLY

Please enter your comment!
Please enter your name here