ଚିଟଫଣ୍ଡ ଦୁର୍ନିତୀ ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘ. ସରକାର ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଠକିଛନ୍ତି ଏବଂ ଯୋଜନା ପରେ ଯୋଜନା କରି ଖାଲି ଭୁତାଉଛନ୍ତି ବୋଲି ସଂଘ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି. ଚିଟଫଣ୍ଡ ଦୁର୍ନୀତିରେ ରାଜ୍ୟର ପ୍ରାୟ ଦୁଇ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ସରକାର ଆଜି ଯାଏଁ ଲୋକଙ୍କ ଟଙ୍କା ଫେରାଇଲେ ନାହିଁ.  ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ସରକାର ଲୁଟିଥିବା ସଂଘ କହିଛି.

LEAVE A REPLY

Please enter your comment!
Please enter your name here