ସବୁବେଳେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ଚର୍ଚ୍ଚା ହେଉଥିଲା. ଏଥର କିନ୍ତୁ ପୋଷ୍ଟର ଲାଗିଛି ମାଓବାଦୀଙ୍କ ବିରୋଧରେ. ଜୁଲାଇ 30ରୁ ଅଗଷ୍ଟ 5 ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ଡାକରା ବିରୋଧରେ ପୋଷ୍ଟର ଲଗାଯାଇଛି. ରାୟଗଡା ଜିଲ୍ଲା କଲ୍ୟାଣସିପୁର ଶିବ ମନ୍ଦିର ପାଖରେ ଏହି ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି. ସଂପୂର୍ଣ୍ଣ ହିଂସାମୁକ୍ତ ଓଡିଶା ଅଭିଯାନ ତରଫରୁ ଏହି ପୋଷ୍ଟର ଲଗାଯାଇଛି.

LEAVE A REPLY

Please enter your comment!
Please enter your name here