ଆଉ କିଛି ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ । ଏପ୍ରିଲ ମାସରେ ପ୍ରାୟ ବନ୍ଦ ରହିବ ବ୍ୟାଙ୍କ । ଏପ୍ରିଲ ମାସରେ ଦ୍ୱିତୀୟ ଶନିବାର, ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଆମ୍ବେଦକର ଜୟନ୍ତୀ, ବୈଶାଖୀ, ବାବୁ ଜଗଜୀବନ ରାମ ଜୟନ୍ତୀ ଏବଂ ଗୁଡ ଫ୍ରାଇଡେ , ବିହୁ ରହୁଥିବାରୁ ଏହି ଦିନ ଗୁଡିକରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସ ଆରମ୍ଭରୁ ଅଲଗା ଅଲଗା ରାଜ୍ୟରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁସାରେ, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର କୁ ମିଶାଇ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ସବୁ ରାଜ୍ୟର ଛୁଟିର ଲିଷ୍ଟ ଅଲଗା ଅଲଗା ହୋଇ ରହିଛି ।
ଏପିଲ ୧ରେ କ୍ଲୋଜିଂ ଡେ ରହୁଛି ତେଣୁ ସସସ୍ତ ବ୍ୟାଙ୍କ ବନ୍ଦ ରହିବ
ଏପ୍ରିଲ ୩ରେ ପ୍ରଥମ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ଏପ୍ରିଲ ୯ରେ ଦ୍ୱିତୀୟ ଶନିବାର
ଏପ୍ରିଲ ୧୦ରେ ରବିବାର
ଏପ୍ରିଲ ୧୪ରେ ଆମ୍ବେଦକର ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
ଏପ୍ରିଲ ୧୫ରେ ଗୁଡ ଫ୍ରାଇଡେ
ଏପ୍ରିଲ ୧୭ରେ ରବିବାର
୨୩ ଏପ୍ରିଲରେ ଚତୁର୍ଥ ଶନିବାର
୨୫ ଏପ୍ରିଲରେ ରବିବାର

LEAVE A REPLY

Please enter your comment!
Please enter your name here