ବୁଧବାର ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ନାରାୟଣ ରାଓ ବିଜେପିରେ ଯୋଗ ଦେଇଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା ଓ ଅନ୍ୟ ବିଜେପି କର୍ମ କର୍ତ୍ତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି. ବିଜେପି କର୍ମୀ ନାରାୟଣଙ୍କୁ ସ୍ୱାଗତ ମଧ୍ୟ କରିଛନ୍ତି. ଟିକଟ ନ ପାଇବାରୁ ଗତକାଲି ନାରାୟଣ ବିଜେଡିରୁ ଇସ୍ତଫା ଦେଇଥିଲେ. ଏହିଭଳି ଭାବେ ବୁଧବାର ବିଜେଡିରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି.

 

LEAVE A REPLY

Please enter your comment!
Please enter your name here