ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅପକମିଂ ଫିଲ୍ମ ‘ସୁଇଧାଗା’ର ଲୋଗୋ ରିଲିଜ୍ ହୋଇଛି। ଲୋଗୋରେ ଅନୁଷ୍କା, ବରୁଣ ଫିଲ୍ମର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ୟୁଟ୍ୟୁବରେ ଏହି ଲୋଗୋ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି । ଏପର୍ଯ୍ୟନ୍ତ ଏହି ଲୋଗୋକୁ ୧୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସେପ୍ଟେମ୍ବର ୨୮ରେ ଫିଲ୍ମଟି ପରଦାକୁ ଆସିବ .

LEAVE A REPLY

Please enter your comment!
Please enter your name here