କନ୍ୟାରତ୍ନ ଜନ୍ମ ପୂର୍ବରୁ ବିଭିନ୍ନ ଯୋଜନା ରଖିଛନ୍ତି ସରକାର। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ଆଣିପାରିନାହଁନ୍ତି। ପୁଣି ଅଲୋଡା ହୋଇପଡିଛି ଶିଶୁକନ୍ୟା। ନବଜାତ ଶିଶୁ କନ୍ୟାକୁ ଜଙ୍ଗଲରେ ଛାଡି ଯାଇଛି ଜନ୍ମଦାତ୍ରୀ ମା। ଘଟଣା ହେଉଛି ଢେଙ୍କାନାଳ କାମାକ୍ଷାନଗର ହଦଗଡ ଗାର। ଶିଶୁଟିକୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି। ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।

LEAVE A REPLY

Please enter your comment!
Please enter your name here