ବୁଧବାର ବିଳମ୍ବତ ରାତିରେ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ମଜୁରୀଗଡିଆ ନିକଟରେ ଜାତ୍ରୀବାହୀ ବସ୍ ‘କଳ୍ପନା’ ଓଲଟି ପଡିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଥିବାବେଳେ ଗୁରୁତର ଆହତ ହୋଇ କଟକରେ ଚିକିତ୍ସାଧିନ ହୋଇଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଧୁଷୁରୀ ଲୁହାସାହି ଗ୍ରାମର ରଶ୍ମିରେଖା ବେଉରିଆ

LEAVE A REPLY

Please enter your comment!
Please enter your name here