ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ ଛୁଟି ବଢାଇଲେ ସରକାର । ଜୁନ୍ ୨୫ରେ ଖୋଲିବ ସମସ୍ତ ସ୍କୁଲ । ସ୍କୁଲ ଛୁଟି ବଢାଇଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୁଚନା ଦେଇଛନ୍ତି । ଆସନ୍ତାକାଲି ସବୁ ସ୍କୁଲ ଖୋଲିବାର ଥିଲା ।

LEAVE A REPLY

Please enter your comment!
Please enter your name here