ରବି ଶାସ୍ତ୍ରୀଙ୍କୁ ପୁଣି ଟିମ୍ ଇଣ୍ଡିଆ କୋଚ୍ ଦାୟିତ୍ୱ । ପ୍ରେସମିଟରେ ଘୋଷଣା କଲେ କପିଲ ଦେବ । ରବି ଶାସ୍ତ୍ରୀ ଆଗକୁ ମଧ୍ୟ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଜାରି ରଖିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି କପିଲ ଦେବ । କପିଲ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ ଭିତ୍ତି କରି ତାଙ୍କୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ପୁଣି ଥରେ ଚୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here