ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡ । ତୀର ମାଡରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜମଡିହ ଗାଁର ଯୁବକ ଗୁରୁ ଧିବର ଗୁରୁତର । ଛେଳି ଚରାଇବାକୁ ଯାଉଥିବାବେଳେ ଗୁରୁ ଧିବରଙ୍କୁ ସେହି ଗାଁର ଜୁଲୁମ ସିଂହ ତୀରମାଡ କରିଥିବା ଅଭିଯୋଗ ହୋଇଛି । ତେବେ ଧିବରଙ୍କ ବାମ ହାତରେ ତୀରଟି ଗଳି ଯାଇଥିବାବେଳେ ତାଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here