ନୂଆ ମୋଟର ଯାନ ଆଇନରେ ଥିବା ଫାଇନ କୋହଳ ହେବ । ଏନେଇ ସୁଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନୂଆ ରୁଲ ଆଣି ପରିବର୍ତ୍ତନ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି । ଲୋକଙ୍କୁ ବାଧୁଥିବା ସରକାର ହୃଦୟବୋଧ କରିଛନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here