ଚାଷୀ ପଞ୍ଜୀକରଣ ଅବଧି ବଢାଇଲେ ରାଜ୍ୟ ସରକାର. ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢାଇଲେ.ଆଜି ଥିଲା ପଞ୍ଜୀକରଣର ଶେଷ ଦିନ. ୧୭ ତାରିଖ ଯାଏଁ ବୃଦ୍ଧି. ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି. ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

LEAVE A REPLY

Please enter your comment!
Please enter your name here