ଧରାପଡିଲା ଗୋବିନ୍ଦ ସାହୁ | ଗତକାଲି ପୋଲିସ ହେପାଜତରୁ ଖସି ଯାଇଥିଲା | ଆଖୁ କିଆରିରେ ଲୁଚିଥିଲା ବେଳେ ପୋଲିସ ଗିରଫ କଲା | ଏଥିସହିତ ଜେସିବି ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି |
ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ ପରେ ଆଜି ତାଙ୍କର ପୋଡା ମୃତଦେହ ମିଳିଥିଲା |

LEAVE A REPLY

Please enter your comment!
Please enter your name here