କୋରାପୁଟ ଜିଲ୍ଲା ଲକ୍ଷୀପୁର ତୟାପୁଟ ନିକଟରେ ଥିବା ରେଳ ଧାରଣା ଉପରକୁ ପାହାଡରୁ ମାଟି ଅତଡା ଖସି ପଡିଛି । ଫଳରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଲକ୍ଷ୍ମୀପୁରରେ ରାଉରକେଲା-କୋରାପୁଟ ଟ୍ରେନ୍ ଅଟକି ରହିଥିବା ବେଳେ ଭୁବନେଶ୍ୱର  -ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଟିକିରିରେ ଅଟକି ରହିଛି । ସେହିପରି କାକିରିଗୁମ୍ମାରେ ଡିଏମ୍ ୟୁ ଓ ଦାମନଯୋଡିରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here