ବାଲେଶ୍ୱର ସେରଗଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ପଛପଟୁ ଟ୍ରକ ଧକ୍କା ଦେବାରୁ ୨୦ଜଣ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀ ବସ୍ ବିଳମ୍ବିତ ରାତିରେ ଦୁର୍ଘଟଣାଗସ୍ତ ହୋଇଥିବାର ଖବର ପାଇ ସ୍ଥାନୀୟ ଲୋକେ ରୁଣ୍ଢ ହୋଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ସୂଚନାଅନୁସାରେ କୋଲକାତାରୁ ପୁରୀ ତୀର୍ଥ କରିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ଥିଲେ ପ୍ରାୟ ୭୦ ଜଣ ।

LEAVE A REPLY

Please enter your comment!
Please enter your name here