ଆରୋବ ସାଗରରୁ ଶକ୍ତିଶାଳୀ ହୋଇ ମାଡି ଆସୁଛି ଘୂର୍ଣ୍ଣିଝଡ ହିକ୍କା । ଆଜି ଭୋର ସମୟରୁ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରୁ କେନ୍ଦ୍ରିଭୁତ ହୋଇଥିଲା । ଏହାପରେ ହିକ୍କା ଧିରେ ଧିରେ ଦୁର୍ବଳ ହେବ । ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଗୁଜରାଟ ଏବଂ ସ୍ୱରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏଥିସହିତ ତାମିଲନାଡୁ , ପୁଡୁଚେରୀ, କେରଳ ଏବଂ କର୍ଣ୍ଣାଟକ କିଛି ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲୋକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here